କାଠ କାଟିବା ବେଳେ ଅଘଟଣ ; ଗଛରୁ ପଡ଼ି ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା କାଶିପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ତ୍ରିକୁଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କାଠ କାଟିବା ପାଇଁ ଗଛରେ ଚଢିଥିବା ବେଳେ ପଡ଼ିଯିବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨ ମୃତକ ଉକ୍ତ ତ୍ରିକୁଳି ଗାଁର ବୋଲି ସୂଚନା ମିଳିଛି। ଏଯାବତ ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

Comments are closed.