ଜାଲରେ ଫସିଲା କୁମ୍ଭୀର, ମିଳିଲା ୧୦ରୁ ୧୫ କେଜି ସୁନା

ବାଲେଶ୍ୱର : ବାଲେଶ୍ୱର ଜିଲାରେ ମାଲୁଆଙ୍କ ଜାଲରେ ରବିବାର ପଡ଼ିଛି ଏକ କୁମ୍ଭୀର। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଲୁଆଙ୍କ ଜାଲରେ ମାଛ ବଦଳରେ କୁମ୍ଭୀରଟି ପଡ଼ିଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୩ ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତା ନିକଟରୁ ୧୦ରୁ ୧୫ କେଜି ସୁନା ମିଳିଥିବା ନେଇ ସୂଚନା ମିଳିଛି।

Comments are closed.