ଘର ସହ ଜଳିଗଲେ ଯୁବକ

ଗଞ୍ଜାମ : ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଘର ସହ ଜଣେ ଯୁବକ ଜିଅନ୍ତା ଜଳିଯାଇଛନ୍ତି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯିବାରୁ ଏଭଳି ଅଘଟଣ ଘଟିଥିବା ନେଇ ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଧରାକୋଟ ଥାନା ଅନ୍ତର୍ଗତ ଜି. ଦାମଦରପଲ୍ଲୀ ଗାଁର ବୋଲି ସୂଚନା ମିଳିଛି।

Comments are closed.