ଜେଇ ମେନ୍‍ – ୧ ପରୀକ୍ଷା ଫଳ ପ୍ରକାଶ , ସୌରଭ ସୌମ୍ୟକାନ୍ତ ଦାଶ ହେଲେ ଓଡ଼ିଶା ଟପ୍ପର

ଭୁବନେଶ୍ୱର : ଜେଇଇ ମେନ୍‍ – ୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ସୌରଭ ସୌମ୍ୟକାନ୍‍ ଦାଶ ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ୯୯.୯୯% ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୯ ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି। ଦୁଇଟି ପର୍ଯ୍ୟାୟରେ ୨୩୩ ସହର ଏବଂ ବିଦେଶରେ ୫୭୦ ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗେ ଜେଇଇ ମେନ ପରୀକ୍ଷା ହୋଇଥିଲା।  www.jeemain.nta.inରେ ରେଜଲ୍ଟ ଉପଲବ୍ଧ।

Comments are closed.