ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା: କଳାହାଣ୍ଡି ଜିଲାର ଭବାନୀପାଟଣାରେ ବିଧାନସଭାର ପୂର୍ବତନ ବିଜେଡ଼ି ବିଧାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଧାୟକଙ୍କ ଭବାନୀପାଟଣାର ନକଟିଗୁଡ଼ା ବାସଭବନ ଓ ମଦନପୁରରାମପୁର ସ୍ଥିତ ହୋଟେଲରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.