ପୂର୍ବ ଶତ୍ରୁତାରୁ ବୋମା ମାଡ

କଟକ: କଟକ ଜିଲା ଅନ୍ତର୍ଗତ ବାଙ୍କୀରେ ପୂର୍ବ ଶତ୍ରୁତାରୁ ପଣ୍ଡାଳମ ଗାଁରେ ବୋମା ମାଡ଼ ହୋଇଛି। ଏଥିରେ ଏକ ଘରର କାନ୍ଥ ଭାଙ୍ଗି ଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ବୋମା ମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ଖବର ପାଇ ବୈଦ୍ୟେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.