ପୁରୀରେ ପୁଣି ଥରେ ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଥରେ ଉଚ୍ଛେଦ ଆରମ୍ଭ ହୋଇଛି। ପଶ୍ଚିମଦ୍ୱାର ସମ୍ମୁଖରେ ଥିବା ଲଜ୍‍ ମଙ୍ଗଳବାର ଭଙ୍ଗା ଯାଉଛି। ଏହି ଉଚ୍ଛେଦ ସମୟରେ ୪ ଜଣ ମାଜିଷ୍ଟ୍ରେଟ ଏବଂ ୩ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ଏଠାରେ ମୁତୟନ କରାଯାଇଛି।

Comments are closed.