ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ନିଖୋଜ ଥିବା ନେଇ ଶନିବାର ଜଣାପଡ଼ିଛି। ସତୀଗୁଡ଼ା ଡ଼୍ୟାମ ନିକଟରୁ ତାଙ୍କର ବାଇକ ଓ ହେଲମେଟ ମିଳିଛି। ସେ ଗତ କାଲି ନିଜ କାର୍ଯ୍ୟାଳୟରୁ ଘରକୁ ଫେରିନଥବାରୁ ଏନେଇ ଦେବନାରାୟଣ ପରିବାର ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.