ଭାଇବୋହୂକୁ ହତ୍ୟା କଲା ଦେଢଶୂର

ନୂଆପଡ଼ା : ନୂଆପଡ଼ା ବେଲଟୁକୁରୀ ଥାନା ଅନ୍ତର୍ଗତ ଧନୋରା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଦେଢଶୂରର ଟାଙ୍ଗିଆ ଚୋଟରେ ଭାଇବୋହୂର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦେଢଶୂରକୁ ଅଟକ ରଖି ପୁଲିସ ପଚରାଉଚରା ଆରମ୍ଭ କରିଛି। ଜମି ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.