ମାଟି ଅତଡ଼ା ଧସି ଶ୍ରମିକ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗିପୁରରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପିଏଚଡ଼ି କାମ ଚାଲିଥିବା ସମୟରେ ମାଟି ଅତଡ଼ା ତଳେ ଶ୍ରମିକ ଜଣଙ୍କ ପୋତି ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଠିକାଦର ଭାଇଙ୍କୁ ଅଟକ ରଖି ଧଉଳି ପୁଲିସ ପଚରାଉଚରା ଆରମ୍ଭ କରିଛଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ପରିଚୟ ମିଳିପାରି ନାହିଁ।

Comments are closed.