ମଙ୍ଗୁ ମଠ ଭଙ୍ଗା ବିରୋଧରେ ଭୁବନେଶ୍ୱରରେ ଶିଖ୍‍ ସମାଜର ବିକ୍ଷୋଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରବିବାର ମଙ୍ଗୁ ମଠ ଭଙ୍ଗା ବିରୋଧରେ ଶିଖ୍‍ ସମାଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ବିକ୍ଷୋଭକାରୀ ମାନେ ଖାରବେଳନଗର ଠାରୁ ମାଷ୍ଟର କ୍ୟାଣ୍ଟିନ ଯାଏ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସାମିଲ ରହିଛନ୍ତି।

Comments are closed.