ଖୋଲିଲା ଷ୍ଟାଡ଼ିୟମ ଗେଟ୍‍, ଲମ୍ବାଲାଇନରେ କ୍ରିକେଟ ପ୍ରେମୀ

କଟକ : ଭାରତ-ୱେଷ୍ଟଇଣ୍ଡିଜି ଦିନିକିଆ ମ୍ୟାଚ। ଆଜିସକାଳୁ ଦର୍ଶକମାନେ ଷ୍ଟାଡ଼ିୟମ ସମ୍ମୁଖରେ ଲାଇନ ଲଗାଇଥିଲେ। ବର୍ତ୍ତମାନ ଗେଟ୍‍ ଖୋଲାଯିବା ପରେ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ଏହାସହ ଦିନ ୧୧ଟାରେ ଉଭୟ ଦଳର ଖେଳାଳି ପହଞ୍ଚିବେ ବୋଲି ସୂଚନା ମିଳିଛି। ଅପରାହ୍ନ ୧ଟା ୩୦ରେ ଭାରତ-ୱେଷ୍ଟଇଣ୍ଡିଜ ଦିବାରାତ୍ର ମ୍ୟାଚ ଆରମ୍ଭ।

Comments are closed.