ଆଜି ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ଦିନ ପହଡ଼ ନୀତି ପାଇଁ ପ୍ରାୟ ୨ଟା ରୁ ୬ ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହାପରେ ସନ୍ଧ୍ୟାରେ ମହାପ୍ରଭୁଙ୍କ ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ ସମେତ ଅନ୍ୟାନ୍ୟ ନୀତି ସମ୍ପନ ହେବ। ସନ୍ଧ୍ୟାରେ ଶ୍ରୀଜିଉଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ।

Comments are closed.