ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ହେବ ଆଲୋଚନା

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା ହେବ। ସୂଚନା ଯୋଗ୍ୟ, ନଭେମ୍ବର ୪ ରେ ଯେଉଁ ଶୁଣାଣି ହୋଇଥିଲା ସେଥିରେ ସୁପ୍ରିମକୋର୍ଟ ୨୨ଟି ପ୍ରସ୍ତାବ ଦେଇଥିଲେ। ଜାନୁଆରୀ ୮ରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଜଣାପଡ଼ିଛି।

Comments are closed.