ଟ୍ରାକ୍ଟର ଚକାରେ ଚାପି ହୋଇ ଚାଳକ ମୃତ

ରାଉରକେଲା : ରାଉରକଲୋର ସେକ୍ଟର ନମ୍ବର ୧୪ରେ ଶୁକ୍ରବାର ଜଣେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ବାତ ରୋଗ ଥିଲା। ଚିପ୍ସ ଅନଲୋଡ଼ କରି ଚାଳକ ଫେରୁଥିବା ସମୟରେ ବାତ ମାରିବାରୁ ସେ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଉପରେ ଟ୍ରାକ୍ଟର ଚକା ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.