୧୪ ଜଣ ଶିଶୁଙ୍କ ସମେତ ୩୨ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁରେଇଇକେଲା ରେଳ ଷ୍ଟେସନରୁ ୧୪ ଜଣ ଶିଶୁଙ୍କ ସମେତ ୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର ହୋଇଛନ୍ତି। ସମସ୍ତ ଉଦ୍ଧାର ଦାଦନ ଶ୍ରମିକଙ୍କ ଘର ବେଲପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି।

Comments are closed.