ନୌସେନା ସପ୍ତାହ , ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ : ପାରାଦୀପ ବନ୍ଦରରେ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଘରିଆଲ ଲାଗିଛି। ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ବର୍ଥରେ ରହିବ। ରବିବାର ଓ ଆସନ୍ତା କାଲି ଅର୍ଥାତ ସୋମବାର ସାଧାରଣ ଲୋକେ ବୁଲି ଉକ୍ତ ଯୁଦ୍ଧ ଜାହାଜ ଦେଖିପାରିବେ।

Comments are closed.