ମାଓ କ୍ୟାମ୍ପରେ ଚଢାଉ, ବିପୁଳ ମାଓ ସାମଗ୍ରୀ ଜବତ

ମୁନିଗୁଡ଼ା : ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି, ଡ଼ିଭିଏଫ ପକ୍ଷରୁ ମିଳିତ ଚଢାଉ ହୋଇଥିବା ଜଣାପଡ଼ିଛି। ଚଢାଉ ଖବର ପାଇ ଜଙ୍ଗଲରେ ଥିବା ମାଓବାଦୀଙ୍କ ଛତ୍ରଭଙ୍ଗ ହୋଇଛି। ଚଢାଉ ସମୟରେ ଲ୍ୟାଣ୍ଡ ମାଇନ ସହ ଡ଼ିଟୋନେଟର, ମାଓ ପୋଷାକ, ଔଷଧ ଆଦି ଜବତ ହୋଇଥିବା ସୂଚନା ମିଳିଛି।

Comments are closed.