ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ସ୍ୱତନ୍ତ୍ର ରେଳବାଇ କୋର୍ଟ ଉଦଘାଟନ

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ଶନିବାର ବଲାଙ୍ଗୀର ଜିଲା ଦୌରା ଜଜ ଶ୍ୟାମସୁନ୍ଦର ଦାଶ ସ୍ୱତନ୍ତ୍ର ରେଳବାଇ କୋର୍ଟ ଉଦଘାଟନ କରିଛନ୍ତି। ଏଥିରେ ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟ ତପନ କୁମାର ବେହେରାଙ୍କ ସମେତ ଟିଟିଲାଗଡ଼ ବାର ଏସୋସିଏସନ କର୍ମକର୍ତ୍ତା, ଜିଆରପି, ଆରପିଏଫ ଅଧିକାରୀ ଉପସ୍ଥିତ ରହିଥିଲେ।

 

Comments are closed.