ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଦଲାଲ ଗିରଫ

ବାଲିଗୁଡ଼ା : ସୋନପୁର ତରଭା ଅଞ୍ଚଳରୁ ଶ୍ରମିକ ଚାଲାଣ ଅଭିଯୋଗରେ ସୋମବାର ଜଣେ ଦଲାଲ ଗିରଫ ହୋଇଥିବା ଜଣାପଡ଼ିଛି। ବାଲିଗୁଡ଼ା ପୁଲିସ ଦଲାଲକୁ ଗିରଫ କରିଛି। ରାୟଗଡ଼ା- କନ୍ଧମାଳକୁ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବାଲିଗୁଡ଼ା ବସଷ୍ଟାଣ୍ଡରୁ ୧୯ଯୁବକ, ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି।

Comments are closed.