ବିଜେପୁର ଉପନିର୍ବାଚନ : ୯ଟା ସୁଦ୍ଧା ୧୧% ମତଦାନ

ବରଗଡ଼ : ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସକାଳ ୯ଟା ସୁଦ୍ଧା ୧୧% ମତଦାନ ହୋଇଥିବା ସୂଚନା ମିଳିଛି। ନିର୍ବାଚନମଣ୍ଡଳୀର ୨୮୫ ବୁଥରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟରମାନେ ବୁଥକୁ ଯାଇ ନିଜର ମତ ସାବ୍ୟସ୍ତ କରୁଛନ୍ତି। ଅପରାହ୍ନ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ।

Comments are closed.