ବିଜେପୁରରେ ବିଜେଡ଼ି ସୁପ୍ରିମୋଙ୍କ ପ୍ରଚାର

ବରଗଡ଼: ଉପନିର୍ବାଚନ ପ୍ରଚାର ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ବିଜେପୁରରେ ପହଞ୍ଚିଛନ୍ତି। ସେ ନିଜ ହାଇଟେକ୍‍ ବସରେ ପ୍ରଚାର ଆରମ୍ଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଛନ୍ତି। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ପ୍ରଚାର କରିବେ। ବିଜେପୁର, ବରପାଲି ଓ ଗାଇସିଲଟରେ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ଜଣାପଡିଛି ।

Comments are closed.