୪୨୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୮୦
ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୪୨୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟକୁ ଆଧାର କରି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି।
Covid-19 Report For 16th September
New Positives Cases: 4241
In quarantine: 2502
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 84
2. Balasore: 141
3. Bargarh: 149
4. Bhadrak: 72
5. Balangir: 44— I & PR Department, Odisha (@IPR_Odisha) September 17, 2020
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଏହି ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୮୪, ବାଲେଶ୍ବରରୁ ୧୪୧, ବରଗଡ଼ରୁ ୧୪୯, ଭଦ୍ରକରୁ ୭୨ ଏବଂ ବଲାଙ୍ଗୀରରୁ ୪୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Boudh: 94
7. Cuttack: 389
8. Deogarh: 6
9. Dhenkanal: 86
10. Gajapati: 23
11. Ganjam: 75
12. Jagatsinghpur: 126
13. Jajpur: 150
14. Jharsuguda: 111
15. Kalahandi: 114
16. Kandhamal: 116
17. Kendrapada: 103
18. Keonjhar: 77
19. Khurda: 647
20. Koraput: 98
21. Malkangiri: 28— I & PR Department, Odisha (@IPR_Odisha) September 17, 2020
ସେହିପରି ବୌଦ୍ଧରୁ ୯୪, କଟକରୁ ୩୮୯, ଦେବଗଡ଼ରୁ ୬, ଢ଼େଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୭୭, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୯୮ ଏବଂ ମାଲକାନଗିରିରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 147
23. Nawarangpur: 107
24. Nayagarh: 94
25. Nuapada: 99
26. Puri: 291
27. Rayagada: 66
28. Sambalpur: 91
29. Sonepur: 129
30. Sundargarh: 154
31. State Pool: 330New Recovery: 4121
Cumulative Tested: 2619601
Positive: 167161
Recovered: 129859
Active Case: 36580— I & PR Department, Odisha (@IPR_Odisha) September 17, 2020
ଅନ୍ୟପକ୍ଷରେ ମୟୂରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୯୪, ନୂଆପଡାରୁ ୯୯, ପୁରୀରୁ ୨୯୧, ରାୟଗଡାରୁ ୬୬, ସମ୍ବଲପୁରରୁ ୯୧, ସୁବର୍ଣ୍ଣପୁରରୁ ୧୨୯,ସୁନ୍ଦରଗଡ଼ରୁ ୧୫୪ ଏବଂ ଷ୍ଟେଟପୁଲରୁ ୩୩୦ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ୪୧୨୧ ଜଣ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୯ହଜାର୮୫୯ରେ ପହଞ୍ଚିଛି। ରାଜ୍ୟରେ ୩୬ହଜାର ୫୮୦ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗତକାଲି ୫୧ହଜାର ୮୨୪ ନମୂନା ପରୀକ୍ଷା ସହ ମୋଟ ୨୬ଲକ୍ଷ ୧୯ ହଜାର ୬୦୧ଟି ନମୂନା ପରୀକ୍ଷା କରାଯାଇଛି।
Comments are closed.