ବିଭାଗ ସହିତ ମନ୍ତ୍ରିମଣ୍ଡଳ

ନରେନ୍ଦ୍ର ମୋଦୀ- ପ୍ରଧାନମନ୍ତ୍ରୀ (କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ୍‌, ଆଣବିକ ଶକ୍ତି, ମହାକାଶ, ଗୁରୁତ୍ବପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଏବଂ ଆବଣ୍ଟନ ହୋଇ ନଥିବା ବିଭାଗ
କ୍ୟାବିନେଟ ମନ୍ତ୍ରୀ
୧- ରାଜନାଥ ସିଂହ -ପ୍ରତିରକ୍ଷା
୨- ଅମିତ ଶାହା- ଗୃହ ଓ ସମନ୍ବୟ
୩- ନୀତିନ ଗଡକରୀ- ସଡକ ପରିବହନ ଓ ରାଜପଥ
୪- ନିର୍ମଳା ସୀତାମରଣ- ଅର୍ଥ ଓ ଉଦ୍ୟୋଗ ବ୍ୟାପାର
୫- ନରେନ୍ଦ୍ର ସିଂହ ତୋମାର – କୃଷି ଓ କୃଷକ କଲ୍ୟାଣ
୬- ଏସ୍ ଜୟଶଙ୍କର- ବିଦେଶ ବ୍ୟାପାର
୭- ଅର୍ଜୁନ ମୁଣ୍ଡା – ଆଦିବାସୀ ବ୍ୟାପାର
୮- ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ
୯- ପୀୟୁଷ ଗୋଏଲ – ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ
୧୦- ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା
୧୧- ପ୍ରହ୍ଲାଦ ଜୋଷୀ – ସଂସଦୀୟ ବ୍ୟାପାର, କୋଇଲା ଓ ଖଣି
୧୨- ନାରାୟଣ ରାଣେ – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୧୩- ସର୍ବାନନ୍ଦ ସୋନୱାଲ – ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଆୟୂଷ
୧୪- ମୁକତାର ଆବାସ ନକଭି – ସଂଖ୍ୟାଲଘୁ ବ୍ୟାପାର
୧୫- ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୧୬- ଗିରିରାଜ ସିଂହ – ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ
୧୭- ଜ୍ୟୋତିରାଦିତ୍ୟ ସିନ୍ଧିଆ – ବେସାମରିକ ବିମାନ ଚଳାଚଳ
୧୮- ରାମଚନ୍ଦ୍ର ପ୍ରସାଦ ସିଂହ – ଇସ୍ପାତ
୧୯- ଅଶ୍ବିନୀ ବୈଷ୍ଣବ – ରେଳ, ଯୋଗାଯୋଗ, ଇଲେ​‌େ​‌କ୍ଟ୍ରାନିକ ଓ ସୂଚନା ପ୍ରଯୁକ୍ତି
୨୦- ପଶୁପତି ପାରସ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୨୧- ଗଜେନ୍ଦ୍ର ସିଂହ ଶେଖାୱତ – ଜଳ ଶକ୍ତି
୨୨- କିରଜ ରିଜିଜୁ – ଆଇନ ଓ ନ୍ୟାୟ
୨୩ – ରାଜକୁମାର ସିଂହ – ଶକ୍ତି, ନୂତନ ଓ ନବୀକରଣଯୋଗ୍ୟ ଊର୍ଜା
୨୪- ହରଦୀପ ସିଂହ ପୁରୀ- ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଗୃହ ଓ ସହରାଞ୍ଚଳ ବିକାଶ
୨୫- ମନସୁଖ ମାଣ୍ଡଭୀୟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
୨୬- ଭୁପେନ୍ଦ୍ର ଯାଦବ – ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିୟୋଜନ
୨୭- ମହେନ୍ଦ୍ରନାଥ ପାଣ୍ଡେ- ଭାରୀଶିଳ୍ପ
୨୮- ପୁରୁ​ଷୋତ୍ତମ ରୁପାଲା – ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ
୨୯- ଜି କିଷନ ରେଡ୍ଡ – ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବାଞ୍ଚଳ ବିକାଶ
୩୦- ଅନୁରାଗ ଠାକୁର – ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡା
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)
୧- ରାଓ ଇନ୍ଦ୍ରଜିତ ସିଂହ – ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ, ଯୋଜନା ଓ ଉଦ୍ୟୋଗ ବ୍ୟାପାର
୨- ଜିତେନ୍ଦ୍ର ସିଂହ – ବିଜ୍ଞାନ ଓ କାରିଗରୀ, ପୃଥ୍ବୀ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ
ରାଷ୍ଟ୍ରମନ୍ତ୍ରୀ
୧- ଶ୍ରୀପଦ ୟେସୋ ନାୟକ – ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ପର୍ଯ୍ୟଟନ
୨-ଫଗନ ସିଂହ କୁଲସ୍ତେ- ଇସ୍ପାତ ଓ ଗ୍ରାମୀଣ ବିକାଶ
୩- ପ୍ରହ୍ଲାଦ ସିଂହ ପଟେଲ- ଜଳଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୪- ଅଶ୍ବିନୀ ଚୌବେ -ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
୫- ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ସଂସ୍କୃତି
୬- ଭିକେ ସିଂହ – ସଡକ ପରିବହନ, ରାଜପଥ ଓ ବେସାମରିକ ବିମାନ ଚଳାଚଳ
୭- କିଷନ ପାଲ -ଶକ୍ତି ଓ ଭାରୀ ଶିଳ୍ପ
୮- ଦାନଭେ ରାଓସାହେବ ଦାଦାରାଓ – ରେଳ, କୋଇଲା ଓ ଖଣି
୯- ରାମଦାସ ଅଠୱାଲେ – ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୧୦- ସାଧ୍ବୀ ନିରଞ୍ଜନ ଜ୍ୟୋତି – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ
୧୧- ଡ. ସଞ୍ଜୀବ କୁମାର ବାଲ୍ୟାନ – ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ
୧୨- ନିତ୍ୟାନନ୍ଦ ରାଏ – ସ୍ବରାଷ୍ଟ୍ର
୧୩- ପଙ୍କଜ ଚୌଧୁରୀ- ଅର୍ଥ
୧୪- ଅନୁପ୍ରିୟା ସିଂହ ପଟେଲ – ବାଣିଜ୍ୟ ଓ ଶିଳ୍ପ
୧୫- ଏସପି ସିଂହ ବଘେଲ – ଆଇନ ଓ ନ୍ୟାୟ
୧୬- ରାଜୀବ ଚନ୍ଦ୍ରଶେଖର – ଦକ୍ଷତା ବିକାଶ ଓ ଉଦ୍ୟୋଗ ଏବଂ ଇ​‌େ​‌ଲକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି
୧୭- ଶୋଭା କରଣ୍ଡଲାଜେ – କୃଷି ଓ କୃଷକ କଲ୍ୟାଣ
୧୮- ଭାନୁ ପ୍ରତାପ ସିଂହ ବର୍ମା – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୧୯- ଦର୍ଶନ ବିକ୍ରମ ଜାର୍ଡୋସ – ବୟନ ଏବଂ ରେଳବାଇ
୨୦- ଭି ମୂରଲୀଧରନ – ବୈଦେଶିକ ଏବଂ ସଂସଦୀୟ ବ୍ୟାପାର
୨୧- ମୀନାକ୍ଷୀ ଲେଖି – ବୈଦେଶିକ ବ୍ୟାପାର ଓ ସଂସ୍କୃତି
୨୨- ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ
୨୩- ରେଣୁକା ସିଂହ ସରୁତା – ଆଦିବାସୀ ବ୍ୟାପାର
୨୪- ରାମେଶ୍ବର ତେଲି – ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଶ୍ରମ ଓ ନିଯୁକ୍ତି
୨୫- କୈଳାସ ଚୌଧୁରୀ – କୃଷି ଓ କୃଷକ କଲ୍ୟାଣ
୨୬- ଅନ୍ନପୂର୍ଣ୍ଣା ଦେବୀ – ଶିକ୍ଷା
୨୭- ଏ ନାରାୟଣସ୍ବାମୀ – ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୨୮- କୌଶଳ କିଶୋର – ଗୃହ ଓ ନଗର ଉନ୍ନୟନ
୨୯- ଅଜୟ ଭଟ୍ଟ – ପ୍ରତିରକ୍ଷା ଏବଂ ପର୍ଯ୍ୟଟନ
୩୦- ବିଏଲ ବର୍ମା – ଉତ୍ତର ପୂର୍ବାଞ୍ଚଳ ବିକାଶ ଏବଂ ସମନ୍ବୟ
୩୧- ଅଜୟ କୁମାର – ସ୍ବରାଷ୍ଟ୍ର
୩୨- ଦେବୁସିଂହ ଚୌହାନ – ଯୋଗାଯୋଗ
୩୩- ଭଗୱନ୍ତ ଖୁବା – ନୂତନ ଓ ନବୀକରଣଯୋଗ୍ୟ ଊର୍ଜା ଏବଂ ସାର ଓ ରସାୟନ
୩୪- କପିଲ ମୋରେଶ୍ବର ପାଟିଲ – ପଞ୍ଚାୟତିରାଜ
୩୫- ସୁଶ୍ରୀ ପ୍ରତିମା ଭୌମିକ୍ -ସାମାଜିକନ୍ୟାୟ ଓ ସଶକ୍ତିକରଣ
୩୬- ବିଶ୍ବେଶ୍ବର ଟୁଡୁ- ଆଦିବାସୀ ବ୍ୟାପାର ଓ ଜଳଶକ୍ତି

Comments are closed.