ଆଠମଲ୍ଲିକରୁ ନବଜାତ ଶିଶୁପୁତ୍ର ଉଦ୍ଧାର

0

ଆଠମଲ୍ଲିକ : ଅନୁଗୋଳ ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅଞ୍ଚଳରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି । କିଆକଟା ବାରେଣି ସୁଵର୍ଣପୁର ଜଙ୍ଗଲ ନିକଟରେ ଥିବା ଏକ ଜମିରୁ ଏହି ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ଥିଲା । ଗୁରୁବାର ସକାଳେ ଗାଁ’ର ପତି ବିଶ୍ବାଳ ଶୌଚ ହେବାପାଇଁ ଯାଇଥିବା ବେଳେ ଶିଶୁପୁତ୍ର ଟି କାନ୍ଦୁଥିବା ଦେଖିଥିଲେ । ପରେ ୧୦୨ ଆମ୍ବୁଲାନ୍ସ ଡାକି ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ । ଖବରପାଇ ବୌଦ୍ଧ ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଚିକିତ୍ସା ଦାୟିତ୍ବ ନେଇଛନ୍ତି ।

Leave A Reply