ଦୁଇ ନବଜାତଙ୍କ ମୃତଦେହ ଉଦ୍ଧାର

0

ଖୋର୍ଦ୍ଧା : ଖୋର୍ଦ୍ଧାରେ ଦୁଇ ଜଣ ନବଜାତଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହ ଖୋର୍ଦ୍ଧା ଜିଲାର ୧୬ନମ୍ବର ଜାତୀୟ ରାଜପଥ ପାଖ ଏକ ହୋଟେଲ ପଛ ପଟୁ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପୁଲିସ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରିଛି। ନବଜାତଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ତାହା ଅସ୍ପଷ୍ଟ ରହିଛି।

Leave A Reply