ଦୁଇ ମାସ ପରେ ଖୁଣ୍ଟା ବ୍ଲକରେ ଯୋଗଦେଲେ ନୂତନ ବିଇଓ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ସୁଦର୍ଶନ ପଣ୍ଡା ଗୁରୁବାର କାର୍ୟ୍ୟରେ ଯୋଗଦେଇଛନ୍ତି। ଗତ ଅକ୍ଟୋବର ୩୧ତାରିଖରେ ପୂର୍ବତନ ବିଇଓ ଅବସର ନେବାପରେ ଉକ୍ତ ପଦଟି ଖାଲି ପଡିଥିଲା। ଫଳରେ ଶିକ୍ଷକ ଓ କର୍ମଚାରୀ ମାନେ ଦୁଇ ମାସର ଦରମା ଓ ଅନ୍ୟାନ୍ୟ ସୁବିଧା ପାଇପାରୁନଥିଲେ। ଶ୍ରୀ ପଣ୍ଡାଙ୍କ ଯୋଗଦାନପରେ ସେମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Leave A Reply