ଦିଲ୍ଲୀରେ ୧୧,୪୯୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ନୂଆ ୧୧,୪୯୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ କୋଭିଡ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ରାଜଧାନୀରେ ଏହା ସର୍ବାଧିକ ସଂକ୍ରମଣ ସଂଖ୍ୟା ବୋଲି ଜଣାଯାଇଛି। ଇତିମଧ୍ୟରେ ସେଠାରେ ୭୬୬୫ ଜଣ ଅ।।ରୋଗ୍ୟ ଲାଭ କରିଛନ୍ତି। ଏହା ଫଳରେ ଦିଲ୍ଲୀରେ ମୋଟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୬,୮୭,୨୩୮ରେ ପହଞ୍ଚିଛି।

Comments are closed.