ଓମିକ୍ରନ ପାଇଁ ନେଦରଲାଣ୍ଡ ଲକଡାଉନ୍‍

ବିଶ୍ୱକୁ ଡରାଉଛି ଓମିକ୍ରନ ଭୟ । ଓମିକ୍ରନ ପାଇଁ ନେଦରଲାଣ୍ଡରେ ଲାଗିଲା ଲକଡାଉନ କଟକଣା । ଜାନୁଆରୀ ୧୪ ତାରିଖ ଯାଏ ସମସ୍ତ ସାଂସ୍କୃତିକ, ମନୋରଞ୍ଜନ ବନ୍ଦ ରହିବ । ଏଥିସହ ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଏନେଇ ଘୋଷଣା କରିଥିବା ବେଳେ, କିନ୍ତୁ ସ୍କୁଲ୍  ଜାନୁଆରି ୯ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖାଯିବ। ମାର୍କ ରୁଟେ ଆହୁରି କହିଛନ୍ତି, ଆଶାଠାରୁ ଆହୁରି କ୍ଷିପ୍ର ବେଗରେ ସଂକ୍ରମଣ କରୁଛି ଓମିକ୍ରନ । ତେଣୁ ନେଦରଲାଣ୍ଡକୁ ଲକଡାଇନ ଘୋଷଣା କରାଯାଉଛି ।

Comments are closed.