ବିଜୁସେତୁର ଶିଳାନ୍ୟାସ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ଚରିରକବା ନିକଟରେ ସ୍ୱାସ୍ଥ ମନ୍ତ୍ରୀ ପ୍ରତାପ ଜେନା ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ସଭାରେ ଅଶୋକ ଓଝା ସଭାପତିତ୍ୱ କରିଥିଲେ । ଏଥିରେ ବ୍ଲକ ଅଧକ୍ଷା ସବିତା ଓଝା, ଜିଲାପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା, ଗିରିଶ ମହାପାତ୍ର, ହିମାଂଶୁ ମହାନ୍ତି, ହିମାଂଶୁ ଭୂୟାଁ ପ୍ରମୁଖ୍ ଯୋଗଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ନିର୍ବାହି ଯନ୍ତ୍ରୀ ନୀଳମାଧବ ସାହୁ ଓ ସହକାରୀ ଯନ୍ତ୍ରୀ ସତ୍ୟଜିତ ଦଲାଇ ସେତୁ ସମ୍ପର୍କରେ ସୂଚନା ଦେଇଥିଲେ।

Leave A Reply