ଝିଅ ନିର୍ବନ୍ଧ ଉତ୍ସବରେ ମନ ଖୋଲି ନାଚିଲେ ନୀତା ଅମ୍ବାନୀ, ଭିଡିଓ ହେଲା ଭାଇରାଲ

0

ମୁକେଶ ଅମ୍ବାନୀ ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧ ବିଶିଷ୍ଟ ବ୍ୟବସାୟ ଅଜୟ ପୀରାମଲଙ୍କ ପୁଅ ଆନନ୍ଦ ସହ ଶେଷ ହୋଇଛି । ନିର୍ବନ୍ଧ ଉତ୍ସବ ମୁକେଶ ଆମ୍ବାନୀଙ୍କ ଘରେ ଅନୁଷ୍ଠିତ ହୋଇଛି । ଏଥିରେ ବଲିଉଡର ବହୁ ନାମୀ କଳାକାରମାନେ ସାମିଲ ହୋଇଛନ୍ତି । ନିର୍ବନ୍ଧ ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ନୀତା ଅମ୍ବାନୀ ଝିଅ ଇଶାଙ୍କ ସହ ‘ନାଚେତ୍ ଦେ ନେ ସାରେ’ ଗୀତରେ ନାଚୁଥିବା ନଜର ଆସିଛନ୍ତି ।

Leave A Reply