୧୨ରୁ ନିଟ୍‍-ପିଜି କାଉନସେଲିଂ ଆରମ୍ଭ

ନୂଆଦିଲ୍ଲୀ: ଆରମ୍ଭ ହେବ ନିଟ୍‍ -ପିଜି କାଉନସେଲିଂ । ୨୦୨୧-୨୦୨୨ ପାଇଁ ନିଟ୍‍-ପିଜି କାଉନସେଲିଂ ଆରମ୍ଭ ହେବ । ଜାନୁୟାରୀ ୧୨ରୁ କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । ସୁପ୍ରିମକୋର୍ଟଙ୍କ  କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ବିବୃତି ରଖିଛନ୍ତି । ଆଡମିଶନ ପାଇଁ କାଉନସେଲିଂର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ ।

Comments are closed.