ଏନସିଆଇଏମ୍ ଗଠନକୁ କ୍ୟାବିନେଟ ମଞ୍ଜୁରୀ

0

ନୂଆଦିଲ୍ଲୀ: ନ୍ୟାସନାଲ କମିସନ ଫର ଇଣ୍ଡିଆନ ସିଷ୍ଟମସ୍ ଅଫ ମେଡିସିନ (ଏନସିଆଇଏମ୍) ଗଠନ ପାଇଁ ପ୍ରସ୍ତୁତ ଚିଠା ବିଧେୟକକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି। ସେଣ୍ଟ୍ରାଲ କାଉନସିଲ ଫର ଇଣ୍ଡିଆନ ମେଡିସିନ (ସିସିଆଇଏମ୍) ବଦଳରେ ଏନସିଆଇଏମ୍ ଗଠନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

Leave A Reply