ମାଓ କ୍ୟାମ୍ପ୍ ଠାବ : ଅତ୍ୟାଧୁନିକ ବନ୍ଧୁକ ସହ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ଆନ୍ଧ୍ର ଓଡିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଏକ ମାଓ କ୍ୟାମ୍ପ୍ ଠାବ ହୋଇଛି । ଘଟଣାସ୍ଥଳରୁ ୩ଟି ଅତ୍ୟାଧୁନିକ ବନ୍ଧୁକ ସହ କିଛି ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ନକ୍ସଲ କିଟ୍ ବ୍ୟାଗ୍ ସହ କିଛି ନକ୍ସଲ ପୁସ୍ତକ ଓ ପ୍ରଚାର ପତ୍ର ଜବତ କରାଯାଇଛି।

Comments are closed.