୩ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲାକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୁକୁରକୁଣ୍ଡ ଗାଁରୁ ମାଓବାଦୀ ମାନେ ୩ଜଣଙ୍କୁ ଅପହରଣ କରିନେଇଥିଲେ। ରବିବାର ୩ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ମାଓବାଦୀ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହାସହ ଅନ୍ୟ ୨ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଛନ୍ତି। ସୂଚନା ଅନୁଯାୟୀ, ପୁଲିସ ଇନଫର୍ମର ସନ୍ଦେହରେ ସଶସ୍ତ୍ର ମାଓବାଦୀ ମାନେ ୩ ଜଣଙ୍କୁ ଅପହରଣ କରିନେଇଥିଲେ।

Comments are closed.