‘ନବୀନ ପଟ୍ଟନାୟକ’ଙ୍କ ବିଷୟରେ ରଚିତ ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତକ ଜୀବନର ବିଭିନ୍ନ ଘଟଣାକୁ ନେଇ ରଚିତ ପୁସ୍ତକ ‘ନବୀନ ପଟ୍ଟନାୟକ’  ଉନ୍ମୋଚିତ ହୋଇଯାଇଛି ।  ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଏହି ପୁସ୍ତକକୁ ଉନ୍ମୋଚନ  କରିଛନ୍ତି। ପୁସ୍ତକକୁ ‘ଆଉଟଲୁକ’ ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ ଲେଖିଛନ୍ତି । ଭୁବନେଶ୍ୱର ପ୍ରେସ କ୍ଲବରେ ଏହି ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପୂର୍ବବର୍ଷ ଅଗଷ୍ଟ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉଟଲୁକ ପତ୍ରିକା ଦ୍ୱାରା ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇଥିଲେ।

Leave A Reply