ଦିଲ୍ଲୀରେ ଜମି ପାଇଁ ନବୀନଙ୍କ ଚିଠି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦ୍ରକୁ ଚିଠି ଲେଖି ଦିଲ୍ଲୀରେ ଜମି ମାଗିଥିବା ଜଣାପଡ଼ିଛି। ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ନିର୍ମାଣ ପାଇଁ ଏହି ଜମି ମଗାଯାଇଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଏହି ଚିଠି ଲେଖି ଜଣାଇଛନ୍ତି।

Comments are closed.