ଉଜ୍ୱଳ ତ୍ୱଚା ପାଇଁ ପ୍ରାକୃତିକ କ୍ରିମ୍‌

0

ତ୍ୱଚାକୁ ପ୍ରାକୃତିକ ଉପାୟରେ ସୁନ୍ଦର ଓ ଉଜ୍ଜଳ କଲେ ଏହା ଲାଭ ପ୍ରଦ ଅଟେ । ତେଣୁ କିପରି ଆମେ ଏହି କ୍ରିମ ପ୍ରସ୍ତୁତ କରି ତ୍ୱଚାକୁ ଉଜ୍ଜଳ ଓ ସୁନ୍ଦର କରିବା ଆସନ୍ତୁ ସେ ବିଷୟରେ ଜାଣିବା ।

୩ ଚାମଚ ବାସୁମତୀ ଚାଉଳ ନିଅନ୍ତୁ । ରେଫ୍ରିଜେଟର ୧ କପ୍‌ ପାଣିକୁ ୩୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଚାଉଳ ଓ ପାଣିକୁ ମିଶାଇ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ।

୨ ଗ୍ଲାସ ପାଣିକୁ ଗରମ କରିବା ପରେ ଭିଜା ହୋଇ ରହିଥିବା ଚାଉଳକୁ ଛାଣି ଏଥିରେ ପକାଇ ଗୋଳାନ୍ତୁ । କିଛି ସମୟ ଏପରି କରିବା ପରେ ପ୍ରସ୍ତୁତ ହୋଇଯିବ କ୍ରିମ୍‌ ।

Leave A Reply