ଜାତୀୟ ଭୋଟର ଦିବସ ପାଳିତ

0

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ଭୋଟର ଦିବସ ପାଳିତ ହୋଇ ଯାଇଛି । ଉପଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀ ମତଦାତା ସଂକଳ୍ପ କରିଥିବା ସୂଚନା ରହିଛି । ତେବେ ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ କୌଣସି ପ୍ରରୋଚନାରେ ପ୍ରଭାବିତ ନହୋଇ ମୁକ୍ତ ଓ ଅବୋଧ ମତାଧିକାର ସାବ୍ୟସ୍ତ କରିବାକୁ ଉପସ୍ଥିତ ସମସ୍ତ ମତଦାତା ଶପଥ ନେଇଥିଲେ।

Leave A Reply