ଗୋଟିଏ ମିନିଟ୍‌ରେ ନାସା ଉପରକୁ  ଛାଡିଲା ୪୫୦,୦୦୦ ଗ୍ୟାଲନ ପାଣି

0

ନ୍ୟୁୟର୍କ . – ଆମେରିକାର  ମହାକାଶ ଗବେଷଣା ସଂସ୍ଥା ନାସା ଉପରକୁ ଗୋଟିଏ ମିନିଟ୍‌ରେ ୪୫୦,୦୦୦ ଗ୍ୟାଲନ ପାଣି ଛାଡିଛି । ନାସା ତାହାର ରକେଟ୍‌ ଉତ୍‌କ୍ଷେପଣ ସ୍ଥାନରେ ଏହି ପାଣି ଉପରକୁ ଛାଡିଛି । ଏକ ଗବେଷଣାର ଅଂଶ ବିଶେଷ ସ୍ୱରୂପ ଏତେ ପରିମାଣର ପାଣି ଉପରକୁ ଛଡାଯାଇଥିଲା ।

ରକେଟ୍‌ ଉତ୍‌କ୍ଷେପଣ ସମୟରେ ସେହି ସ୍ଥାନରେ  ଅଧିକ ମାତ୍ରାରେ ଉତ୍ତାପ ସୃଷ୍ଟି ହୋଇଥାଏ । ଏହାର ପରିମାଣ କମ୍‌କରିବା ପାଇଁ  ଉତ୍‌କ୍ଷେପଣ ପରେ ସେହିସ୍ଥାନରେ ପାଣିର ଫୁଆରା ଉପରକୁ ଛାଡିବା ଫଳରେ ଉତ୍ତାପ ସହ ବିକିରଣକୁ କମ୍‌ କରାଯାଇ ପାରିବ ବୋଲି ନାସା ପକ୍ଷରୁ  କୁହାଯାଇଛି ।

Leave A Reply