ଘୋଡାବନ୍ଧ ଅଞ୍ଚଳରେ ଉଡୁଛି ଡ୍ରୋନ କ୍ୟାମେରା; ଲୋକେ ଆତଙ୍କିତ

ନର୍ଲା: ନର୍ଲା ବ୍ଲକ ଘୋଡାବନ୍ଧ ଗାଁ ଓ ଆଖପାଖ ଗାଁ ଉପରେ ଡ୍ରୋନ କ୍ୟାମେରା ବୁଲୁଥିବାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଚୋରି ଭୟର ବାତାବରଣରେ ଲୋକେ କିଛି ଦିନ ହେଲା ରହିଥିବା ବେଳେ ଏହି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ ଏହି କାମ କିଏ କରୁଛି ତାହା ଜଣା ପଡିନାହିଁ ।

Comments are closed.