ନରସିଂହପୁର ଗ୍ରାମ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ପାତ୍ରପୁର: ପାତ୍ରପୁର ବ୍ଳକ ଆମ୍ବପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର  ଗ୍ରାମକୁ ତହସିଲ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଗ୍ରାମରେ କିଛି ଲୋକ କରୋନା ପଜେଟିଭ୍ ରିପୋର୍ଟ ଆସିବା ପରେ ତହସିଲ ତରଫରୁ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଜୋନ ଘୋଷଣା କରିବାକୁ ଉପ ଜିଲ୍ଲାପାଳ ଙ୍କୁ ଅନୁମତି ପତ୍ର ଲୋଡ଼ିଥିଲେ। ଆଜି ଉପ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ନରସିଂହପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଆଦେଶ ପହଞ୍ଚିବା ପରେ ତହସିଲଦାର ନରସିଂହପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳ ଆମ୍ବପୁର ପଞ୍ଚାୟତ ଆମ୍ବପୁର ,ବିଜୟପୁର, ଏବଂ ଜରଡାପଞ୍ଚାୟତ ଜରଡ। ଗ୍ରାମକୁ ବୋଫର ଜୋନ ଘୋଷଣା କରିବା ସହିତ ବିଭିନ୍ନ ବିଭଗକୁ ତହସିଲ କାର୍ଯ୍ୟାଳୟ ତରଫରୁ ଜଣାଇ ଦିଆଯାଇଛି।

Comments are closed.