ଟ୍ରଲର ଧକ୍କାରେ ଦମ୍ପତ୍ତି ମୃତ

0

ନାଲକୋ : ଶୁକ୍ରବାର ସଂଧ୍ୟାରେ ଅନୁଗୋଳ ଜିଲ୍ଲା ବନରପାଳ ବ୍ଲକ ନାଲକୋ ଥାନା ଅର୍ନ୍ତଗତ କୁଲାଡ଼ ଗାଁ ୫୫ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ବନ୍ତଳା ଶଙ୍ଖପୁର ନିବାସୀ ଅଜୟ ମହାପାତ୍ର ଓ ତାଙ୍କ ପତ୍ନୀ ରେବତୀ ଟ୍ରଲର ଧକ୍କା ରେ ମୃତ । ଦମ୍ପତ୍ତି ଏକ ବାଇକରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା।

Leave A Reply