ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି

0

କଟକ: ଆଜି ଓଡ଼ିଶା ହାଇକୋର୍ଟ ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି କରିଛି । ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ, ବରଗଡ଼ ଜିଲ୍ଲାର ଅତାବିରା ଓ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନଏସି ନିର୍ବାଚନ ନିକଟରେ ହେବ ବୋଲି ଘୋଷଣା କରିଥିଲେ।

 

Leave A Reply