ଆଇନଜୀବୀଙ୍କ ବିୟୋଗରେ ଶୋକସଭା

ନବରଙ୍ଗପୁର: ନବରଙ୍ଗପୁରର ଯୁବ ଆଇନଜୀବୀ ସତ୍ୟନାରାୟଣ ଗିରିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଆଶିଷ ରଞ୍ଜୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥୁଲେ ଓ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଓ ଦୌରା ଜଜ ଶ୍ରୀ ଅଶୋକ କୁମାର ପଣ୍ତା, ଅତିରିକ୍ତ ଜିଲ୍ଲା ଜଜ ପ୍ରଣୟ କୁମାର ଦାସ, ରେଜିଷ୍ଟାର ଅପର୍ଣ୍ଣା ମହାପାତ୍ର, ଆଇନ ସେବା ପ୍ରାଧ୍କରଣ ସମ୍ପାଦିକା ଅନୁପୂର୍ଣ୍ଣା ନାୟକ, ଉପଖଣ୍ଡିୟ ବିଚାରପତି, ପ୍ରଥମ ଶ୍ରେଣୀ ବିଚାରପତି, ଆଇନଜୀବୀ ସମରେଶ ଗନ୍ଥାୟତ, ସୁବୋଧ ଚନ୍ଦ୍ର ବେନିଆ, ଅତିରିକୁ ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ଅତିରିକୁ ସରକାରୀ ଆଇନଜୀବୀ ମୀନକେତନ ପୂଜାରୀ, ଦେବୀ ପ୍ରସାଦ ସିଂ, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧକ୍ଷ ବିଦୁ ଶେଖର ତ୍ରିପାଠୀ, କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଦୀପ କୁମାର ସାହୁ, ତପନ ପାଣିଗ୍ରାହୀ, ସବତନୁ ସରକାରୀ ଆଇନଜୀବୀ ସଚିନନ୍ଦନ ସ୍ଵାଇଁ, ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ଧାୟତ, ସହକାରୀ ସରକାରୀ ଆଇନଜୀବୀ ଭୁବନେଶ୍ବର ଦାଶ, ସତୀଶ ନାୟକ, ଅତିରିକୁ ସରକାରୀ ଅଧିଭକ୍ତା ଚନ୍ଦ୍ରଶେଖର ରାଓ ଓ ଅନ୍ୟ ଆଇନଜୀବୀମାନେ ଅମର ଆମ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୃତିଚାରଣ କରିଥିଲେ।

Comments are closed.