ମେଣ୍ଟ୍ରି ନିକଟରେ କାର ଦୁର୍ଘଟଣା

ନବରଙ୍ଗପୁର: ଇନ୍ଦ୍ରାବତୀରୁ ନବରଙ୍ଗପୁର ଯାଉଥିବା ସମୟରେ ମେଣ୍ଟୀ ଗ୍ରାମ ନିକଟରେ ଏକ କାର୍ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଗାଡିରେ ଇନ୍ଦ୍ରାବତୀ ନବୋଦୟ ବିଦ୍ୟାଳୟର ଦୁଇ କର୍ମଚାରୀ ଥିଲେ କିନ୍ତୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ଯୁବ ବିଜେଡ଼ି ନେତା ଅଖିଳ ଭତରା ପହଞ୍ଚି ପୁଲିସ୍ କୁ ଫୋନ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Comments are closed.