ନବରଙ୍ଗପୁରରେ ଭୁଶୁଡ଼ିଲା ପୋଲ ; ଯାତାୟତ ଠପ୍

ନବରଙ୍ଗପୁର: ନବରଙ୍ଗପୁର ଜିଲା ବୋଡୋମାସିଗାମ ନଦୀଉପରେ ଯାଇଥିବା ପୋଲଟି ଭୁଶୁଡି ପଡିଛି।  ଏହା ଫଳରେ ନବରଙ୍ଗପୁର- କୋସଗୁମୁଡାକୁ ସମସ୍ତ ଯାତାୟତ ଠପ ହୋଇଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା କାଲି ପ୍ରବଳ ବର୍ଷ ହୋଇଥିଲା। ଏହି ନଦୀ ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା ।  ବ୍ରିଜଟି ବହୁବର୍ଷର ହୋଇଥିବାରୁ ଭୁଶୁଡି ପଡିଥିବା ଜଣାପଡ଼ିଛି ।

Comments are closed.