ଜିଲା ଡାକ୍ତରଖାନାରେ ଶୀତଳ ଭଣ୍ଡାର ଉଦ୍‍ଘାଟନ

ନବରଙ୍ଗପୁର: ଜିଲା ମୁଖ୍ୟଡାକ୍ତରଖାନା ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏଚଆଇଭି ଓ ସିଫିଲି କିଟ୍‍ ସଂରକ୍ଷଣ ଶୀତଳ ଭଣ୍ଡାର ଉଦଘାଟିତ ହୋଇ ଯାଇଛି। ଜିଲାପାଳଡଃ.ଅଜିତ୍‍ କୁମାର ମିଶ୍ର ଓ ଏସ୍‍,ପି ପି,ଏସ ପୁରୁଷୋତ୍ତମ ଦାସ ମିଳିତ ଭାବେ ଉଦଘାଟନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଚୈାଧୂରୀ ଶୋଭାରାଣୀ ମିଶ୍ର, ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଡିପିଏମ ସୁଶାନ୍ତ କୁମାର ପ୍ରହରାଜ ଙ୍କର ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତଥିଲେ।

Comments are closed.