ସ୍ବାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ

ମାଲକାନଗିରି : ମାଲକାନଗିରି ଜିଲା ବାଲିମେଳା ଥାନା ଆପନମାଲା ଗ୍ରାମରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ସ୍ତ୍ରୀ ତାର ସ୍ବାମୀ ଛାତିରେ ଛୁରି ଭୁସି ହତ୍ୟା କରିଛି। ଘରୋଇ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଭିଯୁକ୍ତ ସ୍ତ୍ରୀକୁ ପୁଲିସ ବାଲିମେଳା ଥାନାରେ ଅଟକ ରଖି ପଚରା ଉଚରା କରୁଛି।

Comments are closed.