ପୁଅର କୋଦାଳ ପ୍ରହାରରେ ବାପା ମୃତ

ତେଲକୋଇ : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସଂଘବିଲା ଗ୍ରାମରେ ନୃଶଂସ ପୁଅ ତାର ବାପାଙ୍କୁ କୋଦାଳରେ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ ବାନ୍ଧି ପୁଲିସ ଜିମା ଦେଇଛନ୍ତି।

Comments are closed.