ପୁଅର କୋଦାଳ ପ୍ରହାରରେ ବାପା ମୃତ

ତେଲକୋଇ : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସଂଘବିଲା ଗ୍ରାମରେ ନୃଶଂସ ପୁଅ ତାର ବାପାଙ୍କୁ କୋଦାଳରେ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ ବାନ୍ଧି ପୁଲିସ ଜିମା ଦେଇଛନ୍ତି।

Get real time updates directly on you device, subscribe now.